ସାଇମନ ହାରିସ୍ ଟିଡି,ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ
ବିଶ୍ୱରେ ଗଣତନ୍ତ୍ରର ସର୍ବବୃହତ କାର୍ଯ୍ୟକ୍ରମ ପାଇଁ ଭାରତକୁ ଅଭିନନ୍ଦନ । ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ମୁଁ ଆମର ସମ୍ପର୍କକୁ ଗଭୀର କରିବା ପାଇଁ ନରେନ୍ଦ୍ର ମୋଦୀଙ୍କ ସହ କାମ କରିବାକୁ ଆଗ୍ରହୀ ।