ତାଞ୍ଜାନିଆ ସରକାର ଏବଂ ଜନସାଧାରଣଙ୍କ ତରଫରୁ ମୁଁ ମହାମହିମ @narendramodi ଭାରତର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଭାରତ-ତାଞ୍ଜାନିଆ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଆମର ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଇବା ପାଇଁ ମୁଁ ଆପଣଙ୍କ ସହ କାମ ଜାରି ରଖିବାକୁ ଚାହୁଁଛି ।