ସିରିଲ୍ ରାମାଫୋସା, ରାଷ୍ଟ୍ରପତି, ଦକ୍ଷିଣ ଆଫ୍ରିକା
ଆଫ୍ରିକୀୟ ସଂଘକୁ ଜି-20 ରେ ସାମିଲ କରିବାରେ ଭାରତର ଭୂମିକାକୁ ମୁଁ ପ୍ରଶଂସା କରୁଛି।