ସିରିଲ ରାମାଫୋସା ,ରାଷ୍ଟ୍ରପତି ,ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଦଳକୁ ଐତିହାସିକ ବିଜୟ ଲାଗି ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛି । ଆମେ ଆପଣଙ୍କ ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳକୁ ଆସିଥିବା ଲାଗି ଶୁଭକାମନା ଜଣାଉଛୁ ଏବଂ ଆମେ ଆମ ଦୁଇ ଦେଶ ମଧ୍ୟରେ ସୁସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ଆଶା ପ୍ରକାଶ କରୁଛୁ ।