ସୁଦର୍ଶନ ପଟ୍ଟନାୟକ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ
“ଏପ୍ରିଲ୍ 2016ରେ ବହୁ ପ୍ରସିଦ୍ଧ ମସ୍କୋ ବାଲୁକା ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କୁ ଭେଟିବା ମୋ ପାଇଁ ସ୍ୱପ୍ନ ସତ ହେବା ଭଳି ଥିଲା । ତାଙ୍କର ଉଦାର ଏବଂ ପ୍ରେରଣାଦାୟୀ କଥା ଆଜି’ବି ମୋ କାନରେ ଗୁଞ୍ଜରିତ ହେଉଛି ଏବଂ ମୋର କାର୍ଯ୍ୟ ଜାରି ରଖିବା ଲାଗି ମୋ ପାଇଁ ପ୍ରେରଣାର ଉତ୍ସ ପାଲଟିଛି । ତାଙ୍କ ଉପସ୍ଥିତିର ଉଦାର ଏବଂ ବାସ୍ତବ ସମର୍ଥନକୁ ମୁଁ ଅନୁଭବ କରିପାରୁଛି ।”