ସୁନୀଲ ଭାରତୀ ମିତ୍ତଲ, ଭାରତୀ ଏଣ୍ଟରପ୍ରାଇଜେସର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ
ଏକ ସାହସିକ ବଜେଟ୍ ଯାହା ଅଭିବୃଦ୍ଧି ସହିତ ଅନ୍ତର୍ଭୂକ୍ତିକୁ ମିଶ୍ରଣ କରିଛି । ବିଜ୍ଞାନ, ନବୋନ୍ମେଷ ଏବଂ ଗବେଷଣା କ୍ଷେତ୍ରରେ ନିରନ୍ତର ପୁଞ୍ଜି ବିନିଯୋଗ ସହିତ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସମୟୋଚିତ ଏବଂ ଘରୋଇ ସାମର୍ଥ୍ୟକୁ ମଜବୁତ କରିବ, ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମଦାନୀ ବିକଳ୍ପକୁ ଆଗକୁ ବଢାଇବ ।