“ଯେଉଁ ବାଗ୍ମୀତାର ସହିତ ପ୍ରଧାନମନ୍ତ୍ରୀ ଭାରତର ଦୂରଦୃଷ୍ଟିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ଏହା ଜାତୀୟ ସଂସଦରେ ତାଙ୍କର ଅଭିଭାଷଣ ହେଉ କିମ୍ବା ମିଳିତ ଜାତିସଂଘରେ ହେଉ ଏବଂ ଅନ୍ୟ କୌଣସି ବହୁପାକ୍ଷିକ ପରିଦୃଶ୍ୟରେ ହେଉ, ଏବଂ ଯେଉଁ ଢଙ୍ଗରେ ତାଙ୍କର ଔଜ୍ଜଲ୍ୟ ରାଷ୍ଟ୍ରନୈତିକତା ପ୍ରଶଂସାଭାଜନ ହୋଇଛି, ତାହା ପ୍ରତ୍ୟେକ ଭାରତୀୟକୁ ଗର୍ବିତ କରିଥାଏ ।”