ସୁନ୍ଦର ପିଚାଇ, ସିଇଓ, ଗୁଗଲ୍
ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ ଭଲ ଥିଲା, ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଆଲୋଚନା ହେଲା । ଭାବୁଛି ପ୍ରତ୍ୟେକ ଉଦ୍ୟୋଗୀ ଭାରତରେ ପୁଞ୍ଜି ନିବେଶ ଲାଗି ଉତ୍ସାହୀ ଥିବେ ଏବଂ ମୁଁ ମଧ୍ୟ ଉତ୍ସାହୀ ଯେ ଆମେ ସମସ୍ତେ ମିଶି କ’ଣ କରିପାରିବା । ଏହା ଯଦିଓ କଷ୍ଟକର ଥିଲା, ତଥାପି ଜିଏସଟିର ଫଳପ୍ରଦ ରୂପାୟନକୁ ଅପେକ୍ଷା,; ଏଥିଲାଗି ଖୁବ ଉତ୍ସାହିତ । ଏହା ଦର୍ଶାଉଛି ଯେ ଆପଣମାନେ ସଂସ୍କାର କାର୍ଯ୍ୟକାରୀ କରିବାରେ ସକ୍ଷମ ।