ମୁଁ ଭାବୁଛି ବର୍ତ୍ତମାନ ସୁଦ୍ଧା ସରକାର ଅନେକ ବାଧା ଦୂର କରିପାରିଛନ୍ତି । ଆମେ ଅତ୍ୟନ୍ତ ଆନନ୍ଦିତ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅର୍ଥବ୍ୟବସ୍ଥାକୁ ଉନ୍ମୁକ୍ତ କରୁଛନ୍ତି ଏବଂ ଅମଲାତନ୍ତ୍ରିକ ହସ୍ତକ୍ଷେପ ତଥା ବିଳମ୍ବର ନିବାରଣ କରୁଛନ୍ତି ।