କେନ୍ଦ୍ର ବଜେଟ୍ 2026-27 ରେ ଭାରତର ଅଭିବୃଦ୍ଧି ରଣନୀତି ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଇଛି । ଏଥିରେ ସ୍ଥାୟୀ ସାର୍ବଜନୀନ ପୁଞ୍ଜି ବିନିଯୋଗ, ଉତ୍ପାଦନ ବୃଦ୍ଧି , ଏମଏସଏମଇକୁ ସହାୟତା, ନିଯୁକ୍ତି ସୃଷ୍ଟି ଏବଂ ଆର୍ଥିକ ଏକୀକରଣ, ଲୋକ-ପ୍ରଥମ, ଉପଭୋଗ ଭିତ୍ତିକ ଅଭିବୃଦ୍ଧି ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ଉପରେ ସ୍ପଷ୍ଟ ଧ୍ୟାନ ଦିଆଯାଇଛି ।