କୋଭିଡ୍-19 ଟିକାର 1 ବିଲିୟନ ଡୋଜ୍ ପ୍ରଦାନ କରିଥିବାରୁ ମୋର ବନ୍ଧୁ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ। ଏକ ବହୁତ ବଡ ସଫଳତା । ଭାରତ-ପ୍ରଶାନ୍ତ ମହାସାଗରରେ ଟିକା ପ୍ରବେଶ ବୃଦ୍ଧି ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ କ୍ୱାଡରେ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି ।