ଭାରତର ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କ ଐତିହାସିକ ବିଜୟ ଲାଗି ନରେନ୍ଦ୍ର ମୋଦୀ ଆପଣଙ୍କୁ ଶୁଭେଚ୍ଛା । ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏକ ମଜବୁତ ,ଜୀବନ୍ତ ଏବଂ ରଣନୈତିକ ଭାଗିଦାରୀ ଅଛି ଏବଂ ଆମର ଭାରତ ଆର୍ଥିକ ରଣନୀତି ଆମର ସମ୍ପର୍କକୁ ଏକ ନୂଆ ସ୍ତରକୁ ନେଇଆସିବ ।