“ନରେନ୍ଦ୍ରୀ ମୋଦୀଜୀ ନିଜର ଉଚ୍ଚ ଦୂରଦୃଷ୍ଟି ବଳରେ ଭାରତ ଏବଂ ଏହାର ଲୋକମାନଙ୍କ ଅସୀମ ଏବଂ ବାସ୍ତବ ସମ୍ଭାବନାକୁ ସାକାର କରିଛନ୍ତି ଅନ୍ୟପକ୍ଷରେ ସାହସିକତାର ସହିତ ଏହାର ଅସଂଖ୍ୟ ସମସ୍ୟାଗୁଡ଼ିକର ସମାଧାନ କରି ଏହି ଐତିହାସିକ ପଦକ୍ଷେପକୁ ସଫଳତାପୂର୍ବକ ବିଶ୍ୱସ୍ତରରେ ଉପସ୍ଥାପନ କରିପାରିଛନ୍ତି ।”