ହରଦୀପ ପୁରୀ
“ଶ୍ରୀ ମୋଦୀ ଭାରତର ଇତିହାସ, ସଂସ୍କୃତି ଏବଂ ଐତିହ୍ୟରୁ ଗଭୀର ଜ୍ଞାନ ହାସଲ କରିଥାନ୍ତି, କିନ୍ତୁ ଭାରତକୁ ବିଶ୍ୱରେ ଉଚିତ ସ୍ଥାନ ଦେବା ଲାଗି ସେ ଏହାର ଆଧୁନିକୀକରଣ ପ୍ରତି ଦୃଢ଼ ସଂକଳ୍ପବଦ୍ଧ ।”