ହର୍ଷ ଗୋଏଙ୍କା ,ଅଧ୍ୟକ୍ଷ ,ଆରପିଜି ଏଣ୍ଟରପ୍ରାଇଜେସ
ରାତିର ଅନ୍ଧାରରେ ,ଯେତେବେଳେ ସମସ୍ତେ ଗଭୀର ନିଦରେ ଥିଲେ ,ଚୌକିଦାର ଉଜାଗର ରହିଥିଲେ । ଚୌକିଦାର ଭ୍ରଷ୍ଟାଚାର ଏବଂ କଳାଧନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ଏବଂ ଆତଙ୍କବାଦ ଆକ୍ରମଣର ଉଚିତ ଜବାବ ଦେଉଥିଲେ । ଦେଶ ଉତ୍ସାହିତ ଅଛି ,ଅର୍ଥବ୍ୟବସ୍ଥାରେ ଲମ୍ଫ ଆସିବ ଏବଂ ନିବେଶ ବଢ଼ିବ ।