ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ଏକ ଗୌରବର ବିଷୟ । ଭାରତ ପାଇଁ ତାଙ୍କ ଦ୍ୱାରା ଦିଆଯାଇଥିବା ଦୃଷ୍ଟିକୋଣ ଏବଂ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଶକ୍ତି ନିରାପତ୍ତା, ସାମର୍ଥ୍ୟ ଏବଂ ଉପଲବ୍ଧତା କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେ ବିଷୟରେ ଆମେ ଏକ ବିସ୍ତୃତ ଆଲୋଚନା କରିଥିଲୁ । ଓପେକ୍ ଭାରତ ସହ ଛିଡ଼ା ହୋଇଛି।