ହାକାଣ୍ଡେ ହିଚିଲେମା ,ଜାମ୍ବିଆ ରାଷ୍ଟ୍ରପତି
ଭାରତର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ବାଣିଜ୍ୟ ଏବଂ ନିବେଶ ଭଳି କ୍ଷେତ୍ରରେ ଆମେ ଆମର ପାରସ୍ପରିକ ଲାଭଦାୟକ ସହଯୋଗ ବୃଦ୍ଧି କରିବାକୁ ଆଶା ରଖିଛୁ ।