ମହାମହିମ ନରେନ୍ଦ୍ର ମୋଦୀ, ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଇ ଆନନ୍ଦିତ । ମୋର ବିଶ୍ୱାସ ଯେ ଆପଣଙ୍କ ବୁଦ୍ଧିମାନ ନେତୃତ୍ୱରେ ଭାରତର ଲୋକମାନେ ସେମାନଙ୍କର ପ୍ରଗତି ଜାରି ରଖିବେ । ଆପଣଙ୍କୁ ଏବଂ ଭାରତର ବନ୍ଧୁଜନମାନଙ୍କୁ ମୋର ଶୁଭେଚ୍ଛା ।