ହୁସେନ ମହମ୍ମଦ ଲତିଫ,ମାଳଦ୍ୱୀପର ଉପରାଷ୍ଟ୍ରପତି
ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ @narendramodi ଏବଂ @BJP4India କୁ ଅଭିନନ୍ଦନ। ଆପଣଙ୍କ ସମ୍ମାନିତ ନେତୃତ୍ୱରେ ଆମ ଦେଶ ମଧ୍ୟରେ ସମ୍ପର୍କ ଓ ସହଯୋଗକୁ ସୁଦୃଢ଼ ଏବଂ ବୃଦ୍ଧି କରିବାକୁ ମୁଁ ଉତ୍ସାହିତ ।