ୟାଇର ଲାପିଡ୍, ଇସ୍ରାଏଲର ବିରୋଧୀ ଦଳ ନେତା
ଭାରତ ବିଶ୍ୱର ସର୍ବବୃହତ ନିର୍ବାଚନ ଆୟୋଜନ କରିଥିଲା ଏବଂ ଏହା ଗଣତନ୍ତ୍ରର ବିଜୟ ଥିଲା। ବିଜୟ ପାଇଁ @narendramodi ଙ୍କୁ ଅଭିନନ୍ଦନ । ତାଙ୍କ ନେତୃତ୍ୱରେ ଭାରତ ଓ ଇସ୍ରାଏଲ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ମୁଁ ନିଶ୍ଚିତ।