ୱିଲିୟମ୍ ଲିନ୍, କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ବ୍ରିଟିଶ ପେଟ୍ରୋଲିୟମ
ଆମେ ସମସ୍ତେ ଶକ୍ତି ନିରାପତ୍ତା, ସୁଲଭତା ଏବଂ କମ୍ ଅଙ୍ଗାରକାମ୍ଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ନୀତିକୁ ସମର୍ଥନ କରୁଛୁ କାରଣ ଭାରତ ଶକ୍ତି ଆବଶ୍ୟକତା ଦୃଷ୍ଟିରୁ ଅଭିବୃଦ୍ଧି ପାଇବା ସହିତ ପରିବର୍ତ୍ତନରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି ।