ମୁଁ ଭାବୁଛି ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ) ଆମଠାରୁ ବିଶ୍ୱବ୍ୟାଙ୍କକୁ ଅଧିକ ପ୍ରାଞ୍ଜଳ ଭାବେ ବୁଝିଛନ୍ତି । କାରଣ, ସେ ସ୍ୱଚ୍ଛ ଭାରତ ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ବିଜୁଳି ଶକ୍ତି ଯୋଗାଣ ଭଳି ଆଗ୍ରାଧିକାର କ୍ଷେତ୍ର ଲାଗି ନିର୍ଦ୍ଦିଷ୍ଟ ଭାବେ ଅର୍ଥ ବିନିଯୋଗ ପାଇଁ ଦାବି କରିଛନ୍ତି ।