S L Bhyrappa, Noted novelist
(ପ୍ରଧାନମନ୍ତ୍ରୀ) ମୋଦୀ ବିଶେରେ ଭାରତର ମର୍ଯ୍ୟାଦାକୁ ଢ଼େର ମାତ୍ରାରେ ବୃଦ୍ଧି କରିଛନ୍ତି । ଏବେ ଆମେ ଭାରତୀୟମାନେ ଆମ ସଫଳତା ଲାଗି ନିଜକୁ ଗୌରବାନ୍ୱିତ ମନେକରିବୁ । ମୋଦୀଙ୍କ ଭଳି ଜଣେ ପ୍ରଶାସକ ଭାରତ ପୂର୍ବରୁ କେବେ ପାଇନଥିଲା ।