ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଏକ ମଧୁମେହ ମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସ୍ୱାସ୍ଥ୍ୟ ଚାଲେଞ୍ଜକୁ ଛୁଇଁ ପାରିଛନ୍ତି ଯେଉଁ ଚାଲେଞ୍ଜ କି ଆମେମାନେ ସାମ୍ନା କରୁଛୁ ।