Yogi Mahesh
ଆଜି ପ୍ରଧାନମନ୍ତ୍ରୀ ଯେଉଁ ଯୋଗ ଓ ଆସନ ପ୍ରଦର୍ଶନ କଲେ ସେଥିପାଇଁ ମୁଁ ତାଙ୍କୁ 10 ରୁ 10 ମାର୍କ ଦେବି।  ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଗତ ଏକ ବର୍ଷ ମଧ୍ୟରେ ଶ୍ରୀ ମୋଦୀ  କଠୋର ଯୋଗାସନ ଅଭ୍ୟାସ କରିଆସିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ତାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ଓ ସଫଳ ପ୍ରଦର୍ଶନ ।