ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟି20 ଦୃଷ୍ଟିହୀନ ବିଶ୍ୱ କପ୍ କ୍ରିକେଟ ବିଜୟୀ ଭାରତୀୟ ଦଳର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି ।ଏହି ଅବସରରେ ସେ ବିଜୟ ପାଇଁ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଆହୁରି ଭଲ ଖେଳ ...
ପ୍ରଣାମ ଆମ୍ମା ମଞ୍ଚରେ ଉପସ୍ଥିତ ସମସ୍ତ ସମ୍ମାନୀତ ଅତିଥି ବୃନ୍ଦ ନମସ୍କାର ! ଏହି ଧର୍ମନିଷ୍ଠ ଏବଂ ପବିତ୍ର ଅବସରରେ, ମୁଁ ଆମ୍ମାଙ୍କୁ ମୋର ଗଭୀର ସମ୍ମାନ ଜଣାଉଛି । ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି- 35, ଅତ୍ୟାଧୁନିକ ପାଣିପାଗ ଉପଗ୍ରହ SCSAT-1 ଏବଂ ଅନ୍ୟ 7 ଟି ସାଟେଲାଇଟ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ରିଓ 2016 ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝାରିଆଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପାରାଅଲିମ୍ପିକ୍ସ-2016 ରେ ମହିଳା ସଟପୁଟ ବିଭାଗରେ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଥିବା ଦୀପା ମଲ୍ଲିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ରାଷ୍ଟ୍ରୀୟ କ୍ରିଡା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରୀଡାପ୍ରେମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ କ୍ରିଡା ଏବଂ ଖେଳୁଆଡ ମନୋବୃତ୍ତି ଆମ ସମାଜରେ ସବୁବେଳେ ଝଲସିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ରିଓ ଅଲମ୍ପିକ୍ସରେ ମହିଳା କୁସ୍ତିରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସାକ୍ଷୀ ମଲିକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵତନ୍ତ୍ରତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
77 ତମ ବାର୍ଷିକ ଦିବସରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(CRPF) ଜବାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (27.07.2016) ଟେଲିଫୋନ ଯୋଗେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଶ୍ରୀମତୀ ମେ’ ନୂତନ ଭାବେ ଗ୍ରହଣ କରିଥିବା ଦାୟିତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ...