ପିଏମଇଣ୍ଡିଆ
ଭାରତୀୟ ସୂଚନା ସେବା (IIS)ଗ୍ରୁପ-ଏ ର କେଡର ପୁନର୍ଗଠନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ଏସ.ଆର.ନାଥନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ନେପାଳର ଉପପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିମଳେନ୍ଦ୍ର ନିଧି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ରୁଷିଆର ଉପପ୍ରଧାନମନ୍ତ୍ରୀ ମିଷ୍ଟର ଦିମିତ୍ରି ରୋଗୋଜିନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସାକ୍ଷାତ କାଳରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ ।
ବ୍ରିଟେନର ଆନ୍ତର୍ଜାତିକ ବିକାଶ ବିଭାଗ ରାଜ୍ୟ ସଚିବ ସୁଶ୍ରୀ ପ୍ରୀତି ପଟେଲ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଛନ୍ତି ।
ମହାମହିମ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,ସମ୍ମାନନୀୟ ଜୟଲଳିତା ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ସୁଷମା ସ୍ୱରାଜ ଜୀ,ମନ୍ତ୍ରୀ ପ.ରାଧାକ୍ରିଷ୍ଣନ,ମୋର ପ୍ରିୟ ବନ୍ଧୁଗଣ,ନମସ୍କାର ୱଣକ୍କମ ।ଆଜି ବାସ୍ତବରେ ଏକ ବିଶେଷ ଦିବସ । ଆଜି, ମହାମହିମ ପୁଟିନ ଏବଂ ମୋତେ କୁଡନକୁଲମ ପରମାଣୁ ଶକ୍ତି ପ୍ଲାଣ୍ଟର ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମ୍ୟୁନିକ ଆକ୍ରମଣରେ ପ୍ରାଣ ହାନି ଯୋଗୁଁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ୍ ହସିନା ଆଜି ମିଳିତ ଭାବେ ଭିଡିଓ କନଫେରେନ୍ସିଂ ଜରିଆରେ ପେଟ୍ରାପୋଲ ସମନ୍ୱିତ ସୀମାନ୍ତ ତନଖି ଫାଟକର ଉଦ୍ଘାଟନ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମଧ୍ୟ ...
ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ କୌଶଳ ବିକାଶ କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରୋହିତ୍ୟରେ ଆଜି ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ରକୁ ପୂର୍ବରୁ ...
ଭାରତ ଓ ମୋଜାମ୍ବିକ ମଧ୍ୟରେ ବିମାନ ସେବା ଲାଗି ରାଜିନାମା ସ୍ଵାକ୍ଷରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରୋହିତ୍ୟରେ ବୁଧବାର (20.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି ।