ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀ, ନମସ୍କାର । ଶୀତଋତୁ ସରିବାକୁ ଯାଉଛି । ବସନ୍ତ ଋତୁ ଏବେ ଆମ ଜୀବନର ଦ୍ୱାରଦେଶରେ । ପତ୍ରସବୁ ଝଡ଼ିବା ପରେ ଗଛରେ ନୂଆ ପତ୍ର କଅଁଳେ । ଫୁଲ ଫୁଟେ । ବାଡ଼ିବଗିଚା ସବୁଜିମାରେ ଭରିଯାଏ ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏସଏଲଭି- 35, ଅତ୍ୟାଧୁନିକ ପାଣିପାଗ ଉପଗ୍ରହ SCSAT-1 ଏବଂ ଅନ୍ୟ 7 ଟି ସାଟେଲାଇଟ ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋ ଏବଂ ଏହାର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସ୍କ୍ରାମଜେଟ ରକେଟ ଇଞ୍ଜିନର ସଫଳ ପରୀକ୍ଷଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
‘ସତ୍ୟବାମାସାଟ୍’ ଉପଗ୍ରହ ନିର୍ମାଣ କରିଥିବା ଛାତ୍ରଛାତ୍ରୀମାନଙ୍କ ଏକ ଗୋଷ୍ଠୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି । ସେମାନଙ୍କ ସହ ସତ୍ୟବାମା ବିଶ୍ୱବିଦ୍ୟାଳୟର କୁଳପତି ଡଃ ବି.ଶୀଲା ରାନି ମଧ୍ୟ ଥିଲେ ।