Search

ପିଏମଇଣ୍ଡିଆପିଏମଇଣ୍ଡିଆ

  • କାରଖାନା (ସଂଶୋଧନ) ବିଲ୍ 2016 କୁ କେବିନେଟ ମଞ୍ଜୁରି

    Aug 10, 2016

    ସଂସଦରେ କାରଖାନା (ସଂଶୋଧନ) ବିଲ୍ 2016 ପ୍ରବର୍ତ୍ତକ ପୂର୍ବକ କାରଖାନା ଆଇନ 1948 ର ଧାରା-64 ଏବଂ ଧାରା–65ରେ ସଂଶୋଧନ ଏବଂ ଏହି ଆଇନର ଧାରା–115ର ପରିଣାମକ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କେବିନେଟ କାର୍ଯୋତ୍ତର ମଞ୍ଜୁରି ପ୍ରଦାନ କରିଛନ୍ତି ।

Loading... Loading