ପିଏମଇଣ୍ଡିଆ
ଗୁଆହାଟୀର ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳୋଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ସଂପ୍ରସାରଣ ଏବଂ ଏକ କ୍ଷୟଶୀଳ ଦ୍ରବ୍ୟ ପଣ୍ୟାଗାର ନିର୍ମାଣ ସକାଶେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଆସାମ ଶିଳ୍ପ ବିକାଶ ନିଗମକୁ ଜମି ଯୋଗାଇଦେବ ।
ଭାରତୀୟ ସୂଚନା ସେବା (IIS)ଗ୍ରୁପ-ଏ ର କେଡର ପୁନର୍ଗଠନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟରେ ଏକ ସମବର୍ତ୍ତୀ ମୂଲ୍ୟାୟନ କାର୍ଯ୍ୟାଳୟ (CEO) ସ୍ଥାପନ ନିମନ୍ତେ ସରକାରଙ୍କ ଦ୍ୱାରା ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଭାରତ ଓ କାମ୍ବୋଡିଆ ମଧ୍ୟରେ ନିବେଶ ବୃଦ୍ଧି ସକାଶେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ନିବେଶ ରାଜିନାମାକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (27.07.2016) ଅନୁଷ୍ଠିତ କେବିନେଟ ବୈଠକରେ ଏହି ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ବୈଠକରେ ବେତନ ଏବଂ ପେନସନଭୋଗୀଙ୍କ ପାଇଁ ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗ (ସିପିସି)ର ସୁପାରିଶକୁ ଲାଗୁ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହାକୁ ଏକ ଜାନୁଆରୀ ...