ପିଏମଇଣ୍ଡିଆ
(ଖ) କେନ୍ଦ୍ରଶାସିତ ଅଂଚଳ ପଣ୍ଡିଚେରୀର ନାମକୁ ପୁଡୁଚେରୀରେ ବଦଳାଇବା ପାଇଁ ସାମ୍ବିଧାନିକ (ପଣ୍ଡିଚେରୀ) ଅନୁସୂଚୀତ ଜାତି ଆଦେଶ, 1964ର ସଂଶୋଧନ ପାଇଁ କ୍ୟାବିନେଟର ଅନୁମୋଦନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ (ସଂଶୋଧନ) ବିଲ, 2017କୁ ସଂସଦରେ ଆଗତ କରିବା ପାଇଁ ଅନୁମୋଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଧ୍ୟମ ଆୟବର୍ଗଙ୍କ ପାଇଁ ନୂତନ ସିଏଲଏସଏସ କାର୍ଯ୍ୟକ୍ରମ ଅନୁମୋଦନ କରିଛନ୍ତି ।
ସାଧାରଣ ବଜେଟରେ ମିଶିବ ରେଳ ବଜେଟ ,ଆପାତତଃ ଫେବୃୟାରୀ ପହିଲା ବେଳକୁ ହେବ ବଜେଟ ଉପସ୍ଥାପନା,ଯୋଜନା ଅଣ-ଯୋଜନା ଖର୍ଚ୍ଚର ହେବ ସମ୍ମିଶ୍ରଣ ,2017-18 ଆର୍ଥିକ ବର୍ଷରୁ ଲାଗୁ ହେବ ନିଷ୍ପତ୍ତି କେନ୍ଦ୍ର କେବିନେଟ ଦେଶରେ ଐତିହାସିକ ବଜେଟ ସମ୍ପର୍କିତ ସଂସ୍କାର ଆଣିବା ...
ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିରେ ସଂଶୋଧନ ଲାଗି ଗତ ଜୁନ 20 ତାରିଖରେ ସରକାରଙ୍କ ଦ୍ୱାରା ଘୋଷିତ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ପିଛିଲା ଭାବେ ଅନୁମୋଦନ କରାଯାଇଛି ।
କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଜଳପରିବହନ ନିଗମ ଲିମିଟେଡ (ICWTC)କୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର (10.08.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ପ୍ରସୂତୀକାଳୀନ ସୁବିଧାସୁଯୋଗ ଆଇନ 1961 ରେ ପ୍ରସ୍ତାବିତ ସଂଶୋଧନକୁ କାର୍ଯୋତର ଅନୁମୋଦନ ମିଳିଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ବେନାମୀ କାରବାର (ନିରୋଧ) ସଂଶୋଧନ ବିଲ୍ 2015 କୁ ମଞ୍ଜୁରି ମିଳିଛି । ପ୍ରସ୍ତାବିତ ସଂଶୋଧନ ଦ୍ୱାରା ବିଲଟି ଅଧିକ ମଜଭୁତ ହେବ ଏବଂ ବୈଧାନିକ ଓ ...
ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ କୌଶଳ ବିକାଶ କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରୋହିତ୍ୟରେ ଆଜି ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ବୁଝାମଣା ପତ୍ରକୁ ପୂର୍ବରୁ ...
2016-17, 2017-18 ଏବଂ 2018-19 ବର୍ଷରେ କଣ୍ଟ୍ରୋଲ ୟୁନିଟ୍, ବାଲଟ୍ ୟୁନିଟ୍ ଏବଂ ଭୋଟର ଚିହ୍ନଟ କାଗଜ ଅଡିଟ୍ ଟ୍ରେଲ ୟୁନିଟ ସଂଗ୍ରହ ନିମନ୍ତେ ନିର୍ବାଚନ କମିଶନ ଦେଇଥିବା ପ୍ରସ୍ତାବ କେନ୍ଦ୍ର କେବିନେଟର ଅନୁମୋଦନ ଲାଭ କରିଛି । ଆଜି ପ୍ରଧାନମନ୍ତ୍ରୀ ...