ପିଏମଇଣ୍ଡିଆ
ଭାରତ- କ୍ରୋଏସିଆ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି ଘେନି ସ୍ୱାକ୍ଷରିତ ଚୁକ୍ତିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସ୍ୱୀକୃତି ମିଳିଛି ।
ମୋଟର ଯାନ (ସଂଶୋଧନ) ବିଲ 2016 କୁ କେନ୍ଦ୍ର କେବିନେଟର ମୋହର ବାଜିଛି । ବୁଧବାର (03.08.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠରେ ଏହି ନିଷ୍ପତ୍ତି ନିଆଯାଇଛି ।