ପିଏମଇଣ୍ଡିଆ
କେନ୍ଦ୍ରୀୟ ତାଲିକାରେ ଥିବା ଅନ୍ୟାନ୍ୟ ପଛୁଆ ବର୍ଗ (OBC) ତାଲିକାରେ ହୋଇଥିବା ସଂଶୋଧନକୁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଲାଗୁ କରାଯିବା ପାଇଁ ଥିବା ପ୍ରସ୍ତାବକୁ କେନ୍ଦ୍ର କେବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ...