ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ-କାଶ୍ମୀରରୁ ଆସିଥିବା 100 ରୁ ଅଧିକ ପିଲା ଓ ଯୁବ ଗୋଷ୍ଠୀଙ୍କୁ ସାକ୍ଷାତ କରିଛନ୍ତି । “ୱତନ କୋ ଜାନୋ” ଅଭିଯାନର ଅଂଶସ୍ଵରୂପ ଏହି ଯୁବ ଛାତ୍ର ଗୋଷ୍ଠୀ ବର୍ତ୍ତମାନ ଭାରତର ବିଭିନ୍ନ କ୍ଷେତ୍ର ...
ଜାମ୍ମୁ-କାଶ୍ମୀରର ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ ରାଜ୍ୟରେ ଲାଗି ରହିଥିବା ଅସ୍ଥିରତା ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଅଲୀରାଜପୁର ଜିଲ୍ଲା ଅନ୍ତର୍ଗତ ଭାବ୍ରାଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାବ୍ରାଠାରେ ସ୍ଥାପିତ ସହିଦ୍ ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସେ ପବିତ୍ର ...
ଆଜି ଅଗଷ୍ଟ କ୍ରାନ୍ତି ଦିବସ । ଅଗଷ୍ଟ 8ରେ ଇଂରେଜମାନଙ୍କୁ ମହାତ୍ମା ଗାନ୍ଧି Quit India ବା ଭାରତ-ଛାଡ଼ର ଆହ୍ୱାନ କରିଥିଲେ । ଭାରତ ଛାଡ଼ ପାଇଁ ଇଂରେଜଙ୍କୁ ଚେତାବନୀ ଦେଇଥିଲେ ଓ ଅଗଷ୍ଟ 9ରେ ଇଂରେଜ ସାମ୍ରାଜ୍ୟର ସମଗ୍ର ...