ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀ ବନ୍ୟା ପରିସ୍ଥିତି ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.08.2016) ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ବାରଣାସୀ କର୍ପୋରେଟରମାନଙ୍କୁ ସ୍ଵାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (11.08.2016) ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟି ସ୍ଵାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଏହା ହେଉଛି ବାରଣାସୀର ଚତୁର୍ଥ ପ୍ରତିନିଧିମଣ୍ଡଳୀ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (10.08.2016) ବାରଣାସୀ ସଂସଦୀୟ କ୍ଷେତ୍ରରୁ ଆସିଥିବା ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ସ୍ଵାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ସଂସଦୀୟ କ୍ଷେତ୍ରର ଗ୍ରାମ ପ୍ରଧାନମାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭେଟି ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାରେ ଏହା ହେଉଛି ବାରଣାସୀର ଗ୍ରାମ ପ୍ରଧାନମାନଙ୍କ ଦ୍ୱିତୀୟ ପ୍ରତିନିଧିମଣ୍ଡଳୀ ।