ପିଏମଇଣ୍ଡିଆ
ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ମିଷ୍ଟର ଜାଁ-ଭେସ ଲି ଦ୍ରିଆନ ଆଜି (23.09.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।
ଜାପାନ-ଭାରତ ସାଂସଦ ମୈତ୍ରୀ ଲିଗର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଳୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ଆମେରିକାର ବୈଦେଶିକ ସଚିବ ଜନ କେରୀ ଏବଂ ବାଣିଜ୍ୟ ସଚିବ ପେନୀ ପ୍ରିଜକର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଥିଲେ ।
ସିଙ୍ଗାପୁର ପୂର୍ବତନ ରାଷ୍ଟ୍ରପତି ଏସ.ଆର.ନାଥନଙ୍କ ବିୟୋଗରେ ସେଠାକାର ଜନସାଧାରଣଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତରିକ ଭାବେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସିଙ୍ଗାପୁର ଜଣେ ପ୍ରଖ୍ୟାତ ବରପୁତ୍ରଙ୍କୁ ହରାଇଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି (22.08.2016) ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛନ୍ତି । ନୀତି ଆୟୋଗ ଦ୍ୱାରା ଦିଆଯାଇଥିବା ଏକ ଉପସ୍ଥାପନାରେ ଅକ୍ଷୟ ଶକ୍ତି ଏବଂ ରେଳବାଇ ସମେତ ଅନେକ ପ୍ରମୁଖ କ୍ଷେତ୍ରରେ ...
ଜାମ୍ମୁ-କାଶ୍ମୀରର ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ ରାଜ୍ୟରେ ଲାଗି ରହିଥିବା ଅସ୍ଥିରତା ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
ନେପାଳର ଉପପ୍ରଧାନମନ୍ତ୍ରୀ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିମଳେନ୍ଦ୍ର ନିଧି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ରୁଷିଆର ଉପପ୍ରଧାନମନ୍ତ୍ରୀ ମିଷ୍ଟର ଦିମିତ୍ରି ରୋଗୋଜିନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସାକ୍ଷାତ କାଳରେ ସେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ ।
ବ୍ରିଟେନର ଆନ୍ତର୍ଜାତିକ ବିକାଶ ବିଭାଗ ରାଜ୍ୟ ସଚିବ ସୁଶ୍ରୀ ପ୍ରୀତି ପଟେଲ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.08.2016) ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ବାରଣାସୀ କର୍ପୋରେଟରମାନଙ୍କୁ ସ୍ଵାଗତ କରିଛନ୍ତି ।