ପିଏମଇଣ୍ଡିଆ
ବ୍ରିଟେନର ଆନ୍ତର୍ଜାତିକ ବିକାଶ ବିଭାଗ ରାଜ୍ୟ ସଚିବ ସୁଶ୍ରୀ ପ୍ରୀତି ପଟେଲ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (27.07.2016) ଟେଲିଫୋନ ଯୋଗେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଶ୍ରୀମତୀ ମେ’ ନୂତନ ଭାବେ ଗ୍ରହଣ କରିଥିବା ଦାୟିତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ...