ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନରେ ଭୂସ୍ଖଳନ ହେତୁ ଜୀବନହାନୀ ଯୋଗୁଁ ଗଭୀର ଶୋକ ପ୍ରକଟ କରିଛନ୍ତି ।
କାନପୁର କୋଠା ଭୁଷୁଡିବା ଘଟଣାରେ ହୋଇଥିବା ଜୀବନହାନୀ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।
ସିଙ୍ଗାପୁରର ପୂର୍ବତନ ରାଷ୍ଟ୍ରପତି ମିଷ୍ଟର ଏସ.ଆର.ନାଥନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ଭୀଷଣ ବନ୍ୟା ପ୍ରଭାବିତ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ସାରଙ୍ଗପୁରଠାରେ ମହାନୁଭବ ପ୍ରମୁଖ ସ୍ଵାମୀ ମହାରାଜଙ୍କୁ ଅନ୍ତିମ ସମ୍ମାନ ତଥା ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାନୁଭବ ପ୍ରମୁଖ ସ୍ୱାମୀ ମହାରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱାମୀଜୀଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସଂପର୍କ ଓ ଭାବବିନିମୟ ସ୍ମରଣ କରି କହିଛନ୍ତି ଯେ, ସ୍ୱାମୀଜୀଙ୍କୁ ସେ ଗୁରୁଜୀଙ୍କ ...
“କାଲିକୋ ପୁଲ୍ ଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ଏବଂ ସମର୍ଥକମାନଙ୍କର ପ୍ରତି ମୋର ଗଭୀର ସମବେଦନା । ଅରୁଣାଚଳ ପ୍ରଦେଶକୁ ତାଙ୍କ ସେବା ସ୍ମରଣୀୟ ହୋଇ ରହିବ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆସାମର କୋକ୍ରାଝରଠାରେ ହୋଇଥିବା ଆକ୍ରମଣ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହିତ ଏହାକୁ ଦୃଢ ଭାବେ ନିନ୍ଦା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଲଛୁ ମହାରାଜଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିତ୍ରକଳା ଜଗତର କିମ୍ବଦନ୍ତୀ ପୁରୁଷ ଶ୍ରୀ ସଏଦ ହାଇଦର ରାଜାଙ୍କ ବିୟୋଗରେ ଗଭୀର ଦୁଃଖ ଓ ଶୋକ ପ୍ରକଟ କରିଛନ୍ତି ।