ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୌରାହିତ୍ୟରେ ବୁଧବାର (27.07.2016) ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ସରକାରୀ ପ୍ରତିରକ୍ଷା ଉଦ୍ୟୋଗ (DPSUS) ଦ୍ଵାରା ଯୌଥ କମ୍ପାନୀ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରଚଳିତ ନିୟମାବଳୀକୁ ରଦ୍ଦ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି ...