ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 70ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ମହାତ୍ମା ଗାନ୍ଧି, ସର୍ଦ୍ଦାର ପଟେଲ, ପଣ୍ଡିତ ଜବାହାରଲାଲ ନେହରୁ ଓ ଅସଂଖ୍ୟ ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ...
ଆସନ୍ତାକାଲି 70ତମ ସ୍ୱାଧୀନତା ଦିବସ ସମାରୋହକୁ ପାଳନ କରିବ ଗରିମାମୟ ରାଷ୍ଟ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଅଗଷ୍ଟ 15 ତାରିଖ ସକାଳ 7ଟା 30ମିନିଟ୍ ରେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ।
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।ଆଜି ସକାଳୁ ସକାଳୁ ମୋତେ ଦିଲ୍ଲୀର ଯୁବବନ୍ଧୁମାନଙ୍କ ସହିତ କିଛି ମୁହୂର୍ତ୍ତ ଅତିବାହିତ କରିବାର ସୁଯୋଗ ମିଳିଲା। ମୋର ମତ ଯେ ଆଗାମୀ ଦିନମାନଙ୍କରେ ଖେଳର ରଙ୍ଗ ପ୍ରତ୍ୟେକ ଯୁବକଙ୍କ ଉତ୍ସାହ ଉଦ୍ଦୀପନାକୁ ରଙ୍ଗାୟିତ କରିଦେବ ...