ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ 23 ମଇ 2023ରେ ହାନକକ୍ ପ୍ରସ୍ପେକ୍ଟିଭ ଗ୍ରୁପ ରୟହିଲ୍, ଏସ. କିଡ଼ମ୍ୟାନ ଆଣ୍ଡ କମ୍ପାନୀର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀମତୀ ଜିନା ରାଇନହାଟ ଏଓଙ୍କୁ ସାକ୍ଷାତ କରିଛନ୍ତି ।
ଏହି ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଭାରତରେ ଖଣିଜ ଏବଂ ଖଣିଜ ଖନନ କ୍ଷେତ୍ରରେ ପ୍ରାଦ୍ୟୋଗିକି, ନିବେଶ ଏବଂ ଦକ୍ଷତା ବିକାଶ ଆଦି ପରିବର୍ତନକାରୀ ସଂସ୍କାର ଏବଂ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ଭାରତର ସହଭାଗୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଆମନ୍ତ୍ରିତ କରିଛନ୍ତି ।
*****
AH
PM @narendramodi met Ms. Gina Rinehart, Executive Chairman of Hancock Prospecting. The PM discussed the reforms undertaken to enhance 'Ease of Doing Business' in India. pic.twitter.com/Nv4Tapbir3
— PMO India (@PMOIndia) May 23, 2023