Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ: ପ୍ରଧାନମନ୍ତ୍ରୀ


ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ଏକ୍ସ ପୋଷ୍ଟରେ  ସୂଚନା ଦେଇଛନ୍ତି ଯେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରଅଲ୍ ଇଣ୍ଡିଆ ଟ୍ରି ପ୍ଲାଣ୍ଟେସନ ଅଭିଯାନରେ କୋଟି ଚାରା ରୋପଣ କରାଯାଇଛି ଏହି ଅଭିଯାନ ଦ୍ୱାରା ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବାରୁ ସମସ୍ତ ସିଏପିଏଫମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି

ଶାହଙ୍କ ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

ଚମତ୍କାର ଉପଲବ୍ଧି! ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏହି ବୃକ୍ଷରୋପଣ ଅଭିଯାନ ସମସ୍ତଙ୍କୁ ପରିବେଶ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରେରଣା ଯୋଗାଇବ

SR