Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ରାଷ୍ଟ୍ରୀୟ ସମର ସ୍ମାରକରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରୀୟ ସମର ସ୍ମାରକରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

 

ସେ କହିଛନ୍ତି, ଆମେ ସେହି ଲୋକଙ୍କୁ ମନେ ପକାଇଥାଉ ଏବଂ ସମ୍ମାନ ଦେଇଥାଉ ଯେଉଁମାନେ ନିଃସ୍ୱାର୍ଥ ଭାବନାରେ ଆମ ଦେଶର ରକ୍ଷା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ରାଷ୍ଟ୍ରୀୟ ସମର ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମେ ସେହି ଲୋକଙ୍କୁ ମନେ ପକାଇଥାଉ ଏବଂ ସମ୍ମାନ ଦେଇଥାଉ ଯେଉଁମାନେ ନିଃସ୍ୱାର୍ଥ ଭାବନାରେ ଆମ ଦେଶର ରକ୍ଷା କରିଛନ୍ତି । ସେମାନଙ୍କ ସାହସ ଏବଂ ବଳିଦାନକୁ କେବେ ଭୁଲି ହେବନାହିଁ । ସେମାନଙ୍କ ପ୍ରତି ସମ୍ମାନ ଏବଂ କୃତଜ୍ଞତା ଦେଖାଇ ଆମେ ମୁଣ୍ଡ ନୁଆଁଇଥାଉ, ସେମାନଙ୍କ ଆଦର୍ଶକୁ କାଏମ ରଖିବାକୁ ଶପଥ ନେଇଥାଉ ।“

 

SR