କେରଳମର ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁର ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ଲେଖିଥିଲା;
“କେରଳମର ରାଜ୍ୟପାଳ ଶ୍ରୀ ପ୍ରକାଶ ମାଥୁର ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।“
HS
Governor of Keralam, Shri @OmMathur_Raj met Prime Minister @narendramodi. https://t.co/elBH0uMz7i
— PMO India (@PMOIndia) November 4, 2026