Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଋୁଷିଆର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର୍ ପୁଟିନ୍ଙ୍କୁ ପ୍ରଧାନମନ୍ରୀଙ୍କ ଶୁଭେଚ୍ଛା


ରୁଷିଆର ରାଷ୍ଟ୍ରପତି ଭାବରେ ପୁ୍ଣି ଥରେ ନିର୍ବାଚିତ ହୋଇଥିବାରୁ ଭ୍ଲାଦିମିର୍ ପୁଟିନ୍ଙ୍କୁ ପ୍ରଧାନମନ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ବର୍ଷମାନଙ୍କରେ ଭାରତ ଓ ରୁଷ୍ ମଧ୍ଯରେ ସମୟ-ସାମୟିକ ସ୍ବତନ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ମଧ୍ଯ ପ୍ରଧାନମନ୍ରୀ ଗୁରୁତ୍ବାରୋପ କରିଛନ୍ତି।

ପ୍ରଧାନମନ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ରୁଷିଆର ରାଷ୍ଟ୍ରପତି ଭାବରେ ପୁଣି ନିର୍ବାଚିତ ହୋଇଥିବାରୁ ମହାମହିମ ଭ୍ଲାଦିମିର୍ ପୁଟିନ୍ଙ୍କୁ ହାଦ୍ର୍ଧିକ ଅଭିନନ୍ଦନ। ଆଗାମୀ ବର୍ଷମାନଙ୍କରେ ଭାରତ  ଏବଂ ରୁଷ୍ ମଧ୍ଯରେ ସମୟ-ସାମୟିକ ସ୍ବତନ୍ର ଓ ବିଶେଷ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା କ୍ଷେତ୍ରରେ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ଉତ୍ସାାହିତ ଅଛି।”

 

 SR