Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅକ୍ଟୋବର ୪ ତାରିଖରେ କୌଟିଲ୍ୟ ଆର୍ଥିକ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀର ତାଜ ହୋଟେଲରେ ଅକ୍ଟୋବର ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ମିନିଟରେ ହେବାକୁ ଥିବା କୌଟିଲ୍ୟ ଆର୍ଥିକ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ ଏହି ଅବସରରେ ସେ ସମାବେଶକୁ ଉଦବୋଧନ ମଧ୍ୟ କରିବେ

କୌଟିଲ୍ୟ ଆର୍ଥିକ ସମାବେଶର ତୃତୀୟ ସଂସ୍କରଣ ଅକ୍ଟୋବର ତାରିଖରୁ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଚଳିତ ବର୍ଷର ବୈଠକରେ ସବୁଜ ପରିବର୍ତ୍ତନର ଆର୍ଥିକପୋଷଣ, ଭୂଆର୍ଥିକ ବିଖଣ୍ଡନ ଏବଂ ଅଭିବୃଦ୍ଧି ପାଇଁ ଆଶା, ଅନ୍ୟମାନଙ୍କ ମଧ୍ୟରେ ନମନୀୟତା ବଜାୟ ରଖିବାକୁ ନୀତି ନିର୍ଦ୍ଧାରଣ ପ୍ରସ୍ତୁତି ବାବଦରେ ଆଲୋଚନା କରାଯିବ

ଭାରତୀୟ ଅର୍ଥନୀତି ଏବଂ ବୈଶ୍ୱିକ ଦକ୍ଷିଣ ଅର୍ଥବ୍ୟବସ୍ଥା ମଧ୍ୟରେ ଦେଖାଦେଇଥିବା ବିଭିନ୍ନ ଚାଲେଞ୍ଜ ବାବଦରେ ଉଭୟ ଭାରତୀୟ ଆନ୍ତର୍ଜାତିକ ସ୍କଲାର ଏବଂ ନୀତି ନିର୍ଦ୍ଧାରକ ମାନେ ଆଲୋଚନା କରିବେ ସମାବେଶରୁ ସମଗ୍ର ବିଶ୍ୱରୁ ବକ୍ତାମାନେ ଯୋଗ ଦେବେ

କୌଟିଲ୍ୟ ଆର୍ଥିକ ସମାବେଶ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥ୍ ସହଭାଗିତାରେ ଆୟୋଜିତ ହେଉଛି

SR