Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଶହେ ବର୍ଷରେ ପଦାର୍ପଣ କରିଥିବାରୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା


 

ରାଷ୍ଟ୍ରର ସେବାରେ ଉତ୍ସର୍ଗିତ ହୋଇଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଆଜି ଶହେ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସ ରେ ମୋହନ ଭାଗବତ ପୋଷ୍ଟ କରିଥିବା ଏକ ଲିଙ୍କ୍ ସେୟାର କରି ଶ୍ରୀ ମୋଦୀ କହିଛନ୍ତି,

ରାଷ୍ଟ୍ର ସେବାରେ ସମର୍ପିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଆରଏସଏସ ଆଜି ୧୦୦ ବର୍ଷରେ ପଦାର୍ପଣ କରୁଛି ଅବିରତ ଯାତ୍ରାର ଏହି ଐତିହାସିକ ପର୍ଯ୍ୟାୟରେ ସମସ୍ତ ସ୍ୱୟଂସେବକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅନନ୍ତ ଶୁଭକାମନା ମା ଭାରତୀଙ୍କ ପାଇଁ ଏହି ସଂକଳ୍ପ ଏବଂ ସମର୍ପଣ ଦେଶର ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଦେବା ସହବିକଶିତ ଭାରତକୁ ସାକାର କରିବା ଦିଗରେ ନୂତନ ଶକ୍ତି ଦେଉଥିବ ଆଜି ବିଜୟାଦଶମୀର ଶୁଭ ଅବସରରେ ମାନନୀୟ ସରସଂଘଚାଳକ ଶ୍ରୀ ମୋହନ ଭାଗବତଙ୍କ ଉଦବୋଧନ ନିଶ୍ଚିତ ଶୁଣିବା ଉଚିତ…”

SR