Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଗ୍ରଣୀ ନବପ୍ରବର୍ତ୍ତକ ତଥା ଉଦ୍ୟୋଗପତି ଶ୍ରୀ ଟି.ପି.ଜି. ନାମ୍ବିୟାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

ଅଗ୍ରଣୀ ନବପ୍ରବର୍ତ୍ତକ ତଥା ଉଦ୍ୟୋଗପତି ଶ୍ରୀ ଟି.ପି.ଜି. ନାମ୍ବିୟାରଙ୍କ ପରଲୋକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଟି.ପି.ଜି ନାମ୍ବିୟାର ଭାରତକୁ ଆର୍ଥିକ ରୂପରେ ସୁଦୃଢ଼ କରିବା ଦିଗରେ କାମ କରୁଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଶ୍ରୀ ଟି.ପି.ଜି ନାମ୍ବିୟାର ଅଗ୍ରଣୀ ନବପ୍ରବର୍ତ୍ତକ ତଥା ଉଦ୍ୟୋଗପତି ଥିଲେ । ସେ ଭାରତକୁ ଆର୍ଥିକ ଭାବେ ସୁଦୃଢ଼ କରିବା ଦିଗରେ କାମ କରୁଥିଲେ । ତାଙ୍କ ପରଲୋକରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ସମବେଦନା ।”

SR