Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଥାଇଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ୭୬ତମ ଜନରାଜ୍ୟ ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଲେ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ସୁଶ୍ରୀ ପେଟୋଗଟାରନ ସିନାୱାତ୍ରାଙ୍କୁ ୭୬ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଏକ ପୋଷ୍ଟ ରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦି କହିଛନ୍ତି;

“ପ୍ରଧାନମନ୍ତ୍ରୀ ସୁଶ୍ରୀ ପେଟୋଗଟାରନ ଶିନାୱାତ୍ରା PM @ingshin ଆପଣଙ୍କ ଶୁଭକାମନକୁ ହାର୍ଦ୍ଦିକ ପ୍ରଶଂସା କରୁଛି, କାରଣ ଆମେ ଭାରତୀୟ ଗଣତନ୍ତ୍ରର ଗୌରବଶାଳୀ ୭୫ ବର୍ଷର ଉତ୍ସବ ମନାଉଛୁ । ଥାଇଲାଣ୍ଡ ସହ ଆମର ସମ୍ପର୍କ ଅତ୍ୟନ୍ତ ଗଭୀର । ଆଞ୍ଚଳିକ ଯୋଗାଯୋଗକୁ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧିରେ ସହଯୋଗ ପାଇଁ ଆଶା ରଖୁଛି ।”

SR