Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଡକ୍ଟର ଏପିଜେ ଅବୁଦଲ କଲାମଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର କଲାମଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ମନେ ରଖାଯାଏ, ଯିଏ ଯୁବ ମନକୁ ଜାଗ୍ରତ କରିଥିଲେ ଏବଂ ଦେଶକୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ ସେ ଆହୁରିମଧ୍ୟ କହିଛନ୍ତି ଯେ, ଡକ୍ଟର କଲାମଙ୍କ ଜୀବନ ଆମକୁ ମନେ ପକାଇଦିଏ ଯେ, ସଫଳତା ପାଇଁ ବିନମ୍ରତା ଏବଂ କଠିନ ପରିଶ୍ରମ ଜରୁରୀ

ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ, ଆମେ ଡକ୍ଟର କଲାମ କଳ୍ପନା କରିଥିବା ଏକ ସଶକ୍ତ, ଆତ୍ମନିର୍ଭର ଏବଂ କରୁଣାମୟ ଭାରତର ନିର୍ମାଣ କରିବା ଜାରି ରଖିବୁ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ତାଙ୍କୁ ଏପରି ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ମନେ ରଖାଯାଏ, ଯିଏ ଯୁବ ମନକୁ ଜାଗ୍ରତ କରିଥିଲେ ଏବଂ ଆମ ଦେଶକୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ ତାଙ୍କ ଜୀବନ ଆମକୁ ମନେ ପକାଇ ଦିଏ ଯେ, ସଫଳତା ପାଇଁ ବିନମ୍ରତା ଏବଂ କଠିନ ପରିଶ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେ କଳ୍ପନା କରିଥିବା ଭାରତର ନିର୍ମାଣ ଆମେ ଜାରି ରଖିବୁଯାହା ଏକ ସଶକ୍ତ, ଆତ୍ମନିର୍ଭର ଏବଂ କରୁଣାମୟ ଭାରତ ହେବ

https://x.com/narendramodi/status/1978291330418622968?s=46

 

SR